ଅସ୍ଥିରତା Asthiratā
- ସଂ. ବି. (ଅ=ନାହିଁ+ସ୍ଥିରତା=ସ୍ଥିରଭାବ) — ସ୍ଥିରତାର ଅଭାବ — Want of steadiness
- ସଂ. ବି. (ଅ=ନାହିଁ+ସ୍ଥିରତା=ସ୍ଥିରଭାବ) — ଅନିଶ୍ଚୟତା — Want of certainty
- ସଂ. ବି. (ଅ=ନାହିଁ+ସ୍ଥିରତା=ସ୍ଥିରଭାବ) — ଅଧୀରତା — Restlessness
- ସଂ. ବି. (ଅ=ନାହିଁ+ସ୍ଥିରତା=ସ୍ଥିରଭାବ) — ଚଳତା — State of moving
- ସଂ. ବି. (ଅ=ନାହିଁ+ସ୍ଥିରତା=ସ୍ଥିରଭାବ) — ଅଧୈର୍ଯ୍ୟ — Impatience
- ସଂ. ବି. (ଅ=ନାହିଁ+ସ୍ଥିରତା=ସ୍ଥିରଭାବ) — ଅଶାନ୍ତି — Want of peace or calmness