ଅସ୍ଥିମୟ Asthimaya

  • ସଂ. ବିଣ. (ଅସ୍ଥି+ମୟ) — ଅସ୍ଥିଗଠିତ; ଯାହାର ପ୍ରଧାନ ଉପାଦାନ ଅସ୍ଥି — Consisting of bones
  • ସଂ. ବିଣ. (ଅସ୍ଥି+ମୟ) — ହାଡ଼ୁଆ — Bony