ଅସ୍ଥିଭକ୍ଷ Asthibhaksha

  • ସଂ. ବିଣ. ପୁଂ. (ଅସ୍ଥି+ଭକ୍ଷ ଧାତୁ+କର୍ତ୍ତୃ. ଅ) — ଯେ ହାଡ଼ ଖାଏ — Eating bones
  • ସଂ. ବି — ହାଡ଼ ଗିଳା ପକ୍ଷୀ — The adjutant crane
  • ସଂ. ବି — କୁକୁର — Dog