ଅସିଧାବ Asidhāba

  • ସଂ. ବି. (ଅସି+ଧାବ ଧାତୁ=ମାଜିବା+କର୍ତ୍ତୃ. ଅ; ଯେ ଖଡ୍ଗକୁ ମାଜେ) — ଖଡ୍ଗ ଆଦି ଶସ୍ତ୍ରକୁ ଶାଣ ଦେଇ ଜୀବିକା ନିର୍ବାହ କରିବା ଜାତିବିଶେଷ — A caste who cleanse weapons
  • ସଂ. ବି. (ଅସି+ଧାବ ଧାତୁ=ମାଜିବା+କର୍ତ୍ତୃ. ଅ; ଯେ ଖଡ୍ଗକୁ ମାଜେ) — ଅସ୍ତ୍ର ଶସ୍ତ୍ର ପରିଷ୍କାର କରିବା ବ୍ୟକ୍ତି — A tool cleaner; armourer