ଅସିଦ୍ଧ Asiddha
- ସଂ. ବିଣ. (ଅ+ସିଦ୍ଧ) — ଅସିଝା — Unboiled
- ସଂ. ବିଣ. (ଅ+ସିଦ୍ଧ) — ଅରନ୍ଧିତ — Uncooked
- ସଂ. ବିଣ. (ଅ+ସିଦ୍ଧ) — ଅନିଷ୍ପନ୍ନ; ଅସମ୍ପାଦିତ — Unaccomplished
- ସଂ. ବିଣ. (ଅ+ସିଦ୍ଧ) — ଅପ୍ରମାଣିତ — Not proved; not established by proof
- ସଂ. ବିଣ. (ଅ+ସିଦ୍ଧ) — ଅପକ୍ୱ — Unripe
- ସଂ. ବିଣ. (ଅ+ସିଦ୍ଧ) — ଯେ ସାଧନାଦ୍ୱାରା ସିଦ୍ଧି ଲାଭ କରି ନାହିଁ — (a person) Who has not attained perfection
- ସଂ. ବିଣ. (ଅ+ସିଦ୍ଧ) — ଅପୂର୍ଣ୍ଣ — Imperfect