ଅସିଦ୍ଧି Asiddhi

  • ସଂ. ବି. (ଅ+ସିଦ୍ଧି) — ନିଷ୍ଫଳତା — Failure
  • ସଂ. ବି. (ଅ+ସିଦ୍ଧି) — (ସାଂଖ୍ୟ) ଅପୂର୍ଣ୍ଣତା — (Sāṁkhya philosophy) Incompleteness
  • ସଂ. ବି. (ଅ+ସିଦ୍ଧି) — (ନ୍ୟାୟ) ପ୍ରମାଣର ଅଭାବ — (Logic) Want of proof
  • ସଂ. ବି. (ଅ+ସିଦ୍ଧି) — (ନ୍ୟାୟ) ଅସମ୍ପନ୍ନ ପ୍ରତିଜ୍ଞା — (Logic) Conclusion not warranted by promises
  • ଦେ. ବି — ଅକର୍ତ୍ତବ୍ୟ କାର୍ଯ୍ୟ — An improper act