ଅସିତା Asitā
- ସଂ. ବିଣ. ସ୍ତ୍ରୀ. (ଅସିତ+ଆ) — ଅସିତର ସ୍ତ୍ରୀଲିଙ୍ଗ — Feminine of Asita
- ସଂ. ବି. ସ୍ତ୍ରୀ — ଅନ୍ତଃପୁରଚାରିଣୀ ଯୁବତୀ ଦାସୀ — A young maid-servant attending in the female apartment
- ସଂ. ବି. ସ୍ତ୍ରୀ — ଅନ୍ତଃପୁରଚାରିଣୀ ଦାସୀ ଯେ ବୃଦ୍ଧ ହେଲେ ସୁଦ୍ଧା ବୃଦ୍ଧା ଦେଖାଯାଏ ନାହିଁ — A maid-servant who looks quite young though grown old
- ସଂ. ବି. ସ୍ତ୍ରୀ — ନୀଳୀଗୁଳ୍ମ — Indigo plant
- ସଂ. ବି. ସ୍ତ୍ରୀ — ଅପ୍ସରାବିଶେଷ — Name of a heavenly nymph
- ସଂ. ବି. ସ୍ତ୍ରୀ — ପଞ୍ଜାବର ଚନ୍ଦ୍ରଭାଗା ନଦୀ — The river Chandrabhāgā in Pan̄jāb