ଅସିପତ୍ର Asipatra

  • ସଂ. ବି. ( 6 ଷ୍ଠୀ ତତ୍; ଅସି+ପତ୍ର) — ଖଣ୍ଡାର ପାତ ବା ଚଉଡ଼ା ଅଂଶ — Sword-blade
  • ସଂ. ବି. ( 6 ଷ୍ଠୀ ତତ୍; ଅସି+ପତ୍ର) — ଖଡ୍ଗକୋଷ; ଖଣ୍ଡାର ଖୋଳ — Scabbard
  • ସଂ. ବି. ( 6 ଷ୍ଠୀ ତତ୍; ଅସି+ପତ୍ର) — ଉଭୟ ପାଖରେ ଧାର ଥିବା ଖଡ୍ଗ — A double-edged sword
  • ସଂ. ବି. ( 6 ଷ୍ଠୀ ତତ୍; ଅସି+ପତ୍ର) — ବୁଲାଉଛି ଚକ୍ର ପ୍ରାୟେ ନେତ୍ର; ବହି ଶଳ ଗଦା ଅସିପତ୍ର। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. ( 6 ଷ୍ଠୀ ତତ୍; ଅସି+ପତ୍ର) — (ଖଣ୍ଡା ପରି ପତ୍ର ଯାହାର) ଆଖୁ — The sugarcane; Scirpus Kysoor Roxb
  • ସଂ. ବି. ( 6 ଷ୍ଠୀ ତତ୍; ଅସି+ପତ୍ର) — (ଯହିଁରେ ଖଣ୍ଡା ବିଛା ହୋଇଅଛି) ନରକବିଶେଷ — Name of a hell