ଅସହଣି Asahaṇi

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅସହନ) — ଅସହନ (ଦେଖ) — Asahana (See)
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅସହନ) — କଳଙ୍କ ଚନ୍ଦ୍ରମୁଖେ ଜାଣି, କୁଟୁମ୍ବେ ଯେଟି ଅସହଣି। ଭୂପତି. ପ୍ରେମପଞ୍ଚାମୃତ। ସମସ୍ତେ ଅସହଣି ତୁ ସକଳ ସହନ୍ତା। ପୀତାମ୍ବର. ନୃସିଂହପୁରାଣ।
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅସହନ) — ଅସହିଷ୍ଣୁ — Intolerant
  • ଦେ. ବି. — ଅସହିଷ୍ଣୁତା (ଦେଖ) — Asahishṇutā (See)
  • ଦେ. ବି. — ଅସାଧୁଜନଙ୍କ ସ୍ୱଭାବ, ନିରତେ ଅସହଣ ଭାବ। ଜଗନ୍ନାଥ—ଭାଗବତ।