ଅସଂସ୍କୃତ Asaṁskṛuta

  • ସଂ. ବିଣ. (ଅ+ସଂସ୍କୃତ) — ଯାହାର ସଂସ୍କାର ହୋଇ ନାହିଁ; ଅଜାତସଂସ୍କାର — One who has not undergone purificatory ceremonies
  • ସଂ. ବିଣ. (ଅ+ସଂସ୍କୃତ) — ଅପରିଷ୍କୃତ — Uncleansed
  • ସଂ. ବିଣ. (ଅ+ସଂସ୍କୃତ) — ସଂସ୍କୃତଭାଷା ବହିର୍ଭୂତ; ପ୍ରାକୃତ — Vernacular (language)
  • ସଂ. ବିଣ. (ଅ+ସଂସ୍କୃତ) — ଗର୍ଭାଧାନାଦି ସଂସ୍କାର ରହିତ — Not having the purificatory ceremonies of a Brāhmaṇa