ଅସଂସ୍କାର Asaṁskāra

  • ସଂ. ବି. (ଅ+ସଂସ୍କାର) — ସଂସ୍କାରର ଅଭାବ — Want of reform
  • ସଂ. ବି. (ଅ+ସଂସ୍କାର) — ପରିଷ୍କାର ନ କରିବା — Want of cleansing
  • ସଂ. ବିଣ — ସଂସ୍କାରହୀନ — Having no Saṁskāra