ଅସଂହତ Asaṁhata

  • ସଂ. ବିଣ. (ଅ+ସଂହତ) — ଅସଂଲଗ୍ନ — Unconnected
  • ସଂ. ବିଣ. (ଅ+ସଂହତ) — ଇତସ୍ତତଃ ବିକ୍ଷିପ୍ତ — Strewn here and there
  • ସଂ. ବି. — ବ୍ୟୂହବିଶେଷ