ଅସହନ Asahana
- ସଂ. ବିଣ. (ଅ+ସହ୍ ଧାତୁ+କର୍ତ୍ତୃ. ଅନ) — ଅସହିଷ୍ଣୁ; ଯେ ସହନଶୀଳ ନୁହେଁ — Unenduring; not able to endure; intolerant
- ସଂ. ବିଣ. (ଅ+ସହ୍ ଧାତୁ+କର୍ତ୍ତୃ. ଅନ) — ଈର୍ଷାପର — Envious; jealous; malicious
- ସଂ. ବିଣ. (ଅ+ସହ୍ ଧାତୁ+କର୍ତ୍ତୃ. ଅନ) — ଅଧୀର; ଧୈର୍ଯ୍ୟହୀନ — Impatient
- ସଂ. ବିଣ. (ଅ+ସହ୍ ଧାତୁ+କର୍ତ୍ତୃ. ଅନ) — ପରଶ୍ରୀକାତର — Unable to endure another's prosperity; pained at another's weal
- ସଂ. ବି. — ଶତ୍ରୁ — An enemy
- ସଂ. ବି. — ଅସହିଷ୍ଣୁତା — Impatience
- ସଂ. ବି. — ନ ସହିବା — Not tolerating; intolerance
- ସଂ. ବି. — ସହନକୁ ଅସହନ ଯେ ଅଟେ ଊଣା। କୃଷ୍ଣସିଂହ. ମହାଭାରତ, ଆଦି।