ଅଲାବଲା Alābalā

  • ଦେ. ବିଣ. — ଅଲରା; ଅଡ଼ୁଆ — Disorderly
  • ଦେ. ବିଣ. — ଅଲାବଲାମୁଣ୍ଡୀ ପାଷାଣରୂପିଣୀ, କବି ଉପମା ତା ଶିରୀ କେଲିଡ଼ିନୀ—ଅଜୟଚନ୍ଦ୍ର. ଶେଷବନ୍ଦୀଭାରତୀ।
  • ପ୍ରାଦେ (ବାଲେଶ୍ୱର) ବି — ଅଳିଆ; ଅଲେଇବଲେଇ — Refuse; sweepings