ଅଲାବେଶୀ Alābeṡī

  • ଦେ. ବି. ସ୍ତ୍ରୀ (ସଂ. ଅଲାବୁ) — ଲାଉନିର୍ମିତ ଏକାତାରଯୁକ୍ତ ବାଦ୍ୟଯନ୍ତ୍ର — A stringed musical instrumsnt made with the bottle-gourd
  • ଦେ. ବି. ସ୍ତ୍ରୀ (ସଂ. ଅଲାବୁ) — ଝଞ୍ଜାଳ, ମୃଦଙ୍ଗ, କରତାଳ, ଅଳାବେଶୀ—ସାରଳାମହାଭାରତ—ମଧ୍ୟ।