ଅଲାହିଦା Alāhidā

  • ବୈଦେ. ବିଣ. ଓ କ୍ରି. ବିଣ. — ଅଲାଇଦା (ଦେଖ) — Alāidā (See)
  • ବୈଦେ. ବିଣ. ଓ କ୍ରି. ବିଣ. — ସେଥିର ଇନାମ୍ ଅଲାହିଦା ପାଇବ—ଫକୀରମୋହନ—ଛମାଣଆଠଗୁଣ୍ଠ।