ଅଲାତଚକ୍ର Alātachakra

  • ସଂ. ବି. — ଅଗ୍ନିଯୁକ୍ତ ବନୋଟୀ; ଚକ୍ରାକାର ଅଗ୍ନି; ଚକ୍ରାକାର ଜଳନ୍ତା ନିଆଁ — A fiery circle made by a firebrand being waved quickly in the air in a circle
  • ସଂ. ବି. — ଅଲାତ ଚକ୍ର ପରି ଗାଣ୍ଡୀବ ଧନୁବର ହେଲା ସବୁ ଶତ୍ରୁଙ୍କ ନେତ୍ରକୁ ଗୋଚର—କୃଷ୍ଣସିଂହ, ମହାଭାରତ, ବନ।
  • ସଂ. ବି. — ଚକ୍ରିବାଣ — A firework which describes a fiery circle in the air