ଅଲାଣ୍ଡୀ Alāṇḍī

  • ଦେ. ବିଣ. ସ୍ତ୍ରୀ. — ଯେଉଁ ସ୍ତ୍ରୀ ଅସୁନ୍ଦର କରି କାମ କରେ; ଯାହାର କାର୍ଯ୍ୟରେ ଶୃଙ୍ଖଳା ନାହିଁ; ଅଶୃଙ୍ଖଳାଯୁକ୍ତ — (A woman) Who does her duties in an ugly manner; clumsy; unmethodical
  • ଦେ. ବିଣ. ସ୍ତ୍ରୀ. — ଅସୁନ୍ଦରୀ — Ugly
  • ଦେ. ବିଣ. ସ୍ତ୍ରୀ. — (ପୁଂ. ଓ ସ୍ତ୍ରୀ.) ମୂର୍ଖ — Dunce
  • ଦେ. ବିଣ. ସ୍ତ୍ରୀ. — (ପୁଂ. ଓ ସ୍ତ୍ରୀ.) ନିର୍ବୋଧ — Foolish
  • ଦେ. ବିଣ. ସ୍ତ୍ରୀ. — (ପୁଂ. ଓ ସ୍ତ୍ରୀ.) ଅସଭ୍ୟ — Uncivilized