ଅଲଭ୍ୟରେ Alabhyare

  • ଦେ. କ୍ରି. ବିଣ. (ସଂ. ଅଲଭ୍ୟ) — ପ୍ରାର୍ଥନା ନ କରି ମଧ୍ୟ; ନ ଲୋଡ଼ି କରି — Without asking for
  • ଦେ. କ୍ରି. ବିଣ. (ସଂ. ଅଲଭ୍ୟ) — ଏଥିରୁ ଇନ୍ଦ୍ରପଦ ଅଲଭ୍ୟରେ ହୋଏ—କୃଷ୍ଣସିଂହ. ମହାଭାରତ, ସଭା।
  • ଦେ. କ୍ରି. ବିଣ. (ସଂ. ଅଲଭ୍ୟ) — ସହଜରେ — Easily