ଅଲଫା Alaphā

  • ଦେ. ବିଣ. (ସଂ. ନଞାର୍ଥକ. ଅ+ଫା. ନପ୍ଫା) — ଲାଭହୀନ — Profitless
  • ବୈଦେ. (ଆ) ବି — ବାବାଜୀ ଓ ଫକୀରମାନେ ମୁଣ୍ଡବାଟେ ଗଳାଇ ପିନ୍ଧିବା ହାତ ନ ଥିବା ଏକପ୍ରକାର ଢିଲା କୁରୁତା — A loose coat without sleeves worn by ascetics and fakirs