ଅଲବତ୍ Alabat

  • ଦେ. କ୍ରି. ବିଣ. (ଆ. ଅଲ୍ବତ୍ତା) — ନିଶ୍ଚୟ; ନିଶ୍ଚେଁ; ଅବଶ୍ୟ — Certainly
  • ଦେ. କ୍ରି. ବିଣ. (ଆ. ଅଲ୍ବତ୍ତା) — ଏ କଥା ଶୁଣି ପାଟି କରି ଏକାବେଳେକେ କହିଲେ; ଅଲବତ୍; ଅଲବତ୍— ଫକୀରମୋହନ. ଛମାଣଆଠଗୁଣ୍ଠ।