ଅଲାଇଦା Alāidā

  • ବୈଦେ. ବିଣ (ଆ. ଅଲାହିଦା, ଅଲହଦା) — ଅଲଗା; ସ୍ୱତନ୍ତ୍ର; ପୃଥକ୍ — Separate
  • ବୈଦେ. ବିଣ (ଆ. ଅଲାହିଦା, ଅଲହଦା) — ସମ୍ବନ୍ଧରହିତ — Unconnected
  • ବୈଦେ. କ୍ରି. ବିଂ. — ପୃଥକ୍ରୂପେ — Separately