ଅଲାଇବଲାଇ Alāibalāi

  • ଦେ. ବି. — ଅଲେଇବଲେଇ; ସବୁପ୍ରକାରର ଆପଦ ବିପଦ — All kinds of misfortune or danger
  • ଦେ. ବି. — ନିନ୍ଦା; ଦୁର୍ନାମ — Blame; evil repute
  • ଦେ. ବି. — ଅମଙ୍ଗଳ — Evil
  • ଦେ. ବି. — ଦାୟିତ୍ୱ — Responsibility