ଅରକନୁଆ Arakanuā

  • ଦେ. ବିଣ. (ଫା. ଅରଖ୍ +ସଂ. ନବ) — ସମ୍ପୂର୍ଣ୍ଣରୂପେ ନୂଆ — Brand new; completely new
  • ଦେ. ବିଣ. (ଫା. ଅରଖ୍ +ସଂ. ନବ) — ଯାହା ଆଦୌ ବ୍ୟବହାରରେ ଲାଗି ନାହି — Which has not been used at all