ଅରକଳା Arakaḻā

  • ପ୍ରାଦେ. (ଗଡ଼ଜାତ) ବି — ବଡ଼ ଗୁଳ୍ମବିଶେଷ [ଏହାର ଚେରକୁ ଛେଚି ଜଳାଶୟରେ ପକାଇଲେ ମାଛଯାକ ଦରମରା ହୋଇ ଭାସି ଉଠନ୍ତି। ଏଥିର ଚୂର୍ଣ୍ଣ ଗୋରୁ ଓ ମନୁଷ୍ୟଙ୍କ ଘାଆରେ ପଡ଼ିଥିବା ଅଂଶେଇ ମାରିବାରେ ବ୍ୟବ— ହୃତ ହୁଏ] — A tree, Millettia Auriculata (Haines)