ଅରକ୍ଷିତ Arakshita

  • ସଂ. ବିଣ — ଆଶ୍ରୟହୀନ; ନିରାଶ୍ରୟ — Helpless; shelterless
  • ସଂ. ବିଣ — ଯାହା ଯତ୍ନସହକାରେ ରକ୍ଷିତ ନୁହେ — Not preserved with care
  • ସଂ. ବିଣ — ଅସ୍ୱାମିକ; ଅନାଥ — Masterless
  • ସଂ. ବିଣ — ଅତି ଦୀନ — Very poor
  • ସଂ. ବିଣ — ଯାହାର କେହି ରକ୍ଷକ ନାହିଁ — Having none to look after
  • ଦେ. ବିଣ. — ଯେଉଁ ଜଙ୍ଗଲ ରକ୍ଷିତ ଜଙ୍ଗଲ ନୁହେ — Jungle which is not a protected forest
  • ଦେ. ବିଣ. — ନିରାଶ୍ରୟ ଲୋକ — Helpless person
  • ଦେ. ବିଣ. — ଅରକ୍ଷିତକୁ ଦଇବ ସାହା—ଢଗ। ବିଧାବିଧାନେ ଅରକ୍ଷିତ ପରାୟେ ମୂର୍ଚ୍ଛିତ ହୋଇଲା କ୍ଷଣେ— ଭଞ୍ଜ. ବୈଦେହୀଶବିଳାସ।