ଅରକ Araka
- ଦେ. ବି. (ସଂ. ଅର୍କ) — ଆକନ୍ଦଗୁଳ୍ମ; ଅର୍କଗୁଳ୍ମ — The plant Swallowort; Calotropis Gigantea
- ଦେ. ବି. (ସଂ. ଅର୍କ) — (ପଦ୍ୟରେ) ଅର୍କ; ସୂର୍ଯ୍ୟ—2. — The Sun
- ଦେ. ବି. (ସଂ. ଅର୍କ) — ତେଜରେ ନିନ୍ଦା କରି କୋଟିଏ ଅରକ। କୃଷ୍ଣସିଂହ. ମହାଭାରତ, ବନ।
- ଦେ. ବି. (ସଂ. ଅର୍କ) — (ଫା. ଅରଖି)—ବୈଜ୍ଞାନାକ ପ୍ରକ୍ରିୟାରେ ବସ୍ତୁରୁ କଢ଼ାଯିବା ତରଳସାର — Chemically extracted essence; extract
- ଦେ. ବିଣର. ବିଣ. (କେବଳ 'ନୁଆ' ଶବ୍ଦପୂର୍ବେ ଯୁକ୍ତ ହୁଏ ଯଥା—ଅରକ୍ ନୂଆ) — ସମ୍ପୂର୍ଣ୍ଣରୂପେ (ନୂଆ) — Completely (new)