ଅମ୍ବୁଧି Ambudhi

  • ସଂ. ବି. (ଅମ୍ବୁ+ଧା ଧାତୁ=ଧାରଣ କରିବା+କର୍ତ୍ତୃ. ଇ) — ସମୁଦ୍ର — The ocean
  • ସଂ. ବି. (ଅମ୍ବୁ+ଧା ଧାତୁ=ଧାରଣ କରିବା+କର୍ତ୍ତୃ. ଇ) — ଚାରି ସଂଖ୍ୟା — The number four (M.W.)