ଅମ୍ବୁବାଚି Ambubāchi
- ସଂ. ବି. (ଅମ୍ବୁ+ବଚ ଧାତୁ+କର୍ତ୍ତୃ. ଇ) — ମିଥୁନ ରାଶିସ୍ଥ ସୂର୍ଯ୍ୟଙ୍କର ଆର୍ଦ୍ରାନକ୍ଷତ୍ରର ପ୍ରଥମ- ପାଦଭୋଗ କ ଳ; ରଜସଂକ୍ରାନ୍ତି ଓ ତତ୍ ପରବର୍ତ୍ତୀ ତିନି ଦିନ; ଆଷାଢମାସରେ ଆର୍ଦ୍ରା ନକ୍ଷତ୍ରର ପ୍ରଥମ ଚରଣ; ଅର୍ଥାତ୍ ଆଷାଢମାସର ଆରମ୍ଭରେ ତିନିଦିନ ଓ 20 ଘଡି ସମୟ — ମିଥୁନ ରାଶିସ୍ଥ ସୂର୍ଯ୍ୟଙ୍କର ଆର୍ଦ୍ରାନକ୍ଷତ୍ରର ପ୍ରଥମ- ପାଦଭୋଗ କ ଳ; ରଜସଂକ୍ରାନ୍ତି ଓ ତତ୍ ପରବର୍ତ୍ତୀ ତିନି ଦିନ; ଆଷାଢମାସରେ ଆର୍ଦ୍ରା ନକ୍ଷତ୍ରର ପ୍ରଥମ ଚରଣ; ଅର୍ଥାତ୍ ଆଷାଢମାସର ଆରମ୍ଭରେ ତିନିଦିନ ଓ20ଘଡି ସମୟ—The 3 1/2 days in the beginning of the month of Āshāṟḍ̠ẖa
- ସଂ. ବି. (ଅମ୍ବୁ+ବଚ ଧାତୁ+କର୍ତ୍ତୃ. ଇ) — [ଦ୍ର—ଏହି ସମୟରେ ପୃଥିବୀ ରଜସ୍ୱଳା ହୁଏ। ଏହି ସମୟରେ ଭୂପୃଷ୍ଠ-ଖନନ, ବୀଜବପନ ଓ ବେଦାଧ୍ୟୟନ ନିଷିଦ୍ଧ। ଏହି ସମୟରେ ଯତି, ବ୍ରାହ୍ମଣ, ବିଧବା ଓ ବ୍ରହ୍ମଚାରୀ ପକ୍ଷରେ ସ୍ୱପାକ ବା ପରପାକର ଅନ୍ନ ଚଣ୍ଡାଳାନ୍ନ ତୁଲ୍ୟ। ଏହି ସମୟରେ ଦୁଗ୍ଧ ପାନ କଲେ ସର୍ପଭୟ ରହେ ନାହିଁ।]