ଅମ୍ବୁବାହ Ambubāha

  • ସଂ. ବି. (ଅମ୍ବୁ+ବହ ଧାତୁ+କର୍ତ୍ତୃ. ଅ) — ମେଘ — Cloud
  • ସଂ. ବି. (ଅମ୍ବୁ+ବହ ଧାତୁ+କର୍ତ୍ତୃ. ଅ) — ମୁଥା — Bulbous root of Dūba grass
  • ସଂ. ବି. (ଅମ୍ବୁ+ବହ ଧାତୁ+କର୍ତ୍ତୃ. ଅ) — ନାଗର ମୁଥା (ଦେଖ) — Nāgara muthā (See)
  • ସଂ. ବି. (ଅମ୍ବୁ+ବହ ଧାତୁ+କର୍ତ୍ତୃ. ଅ) — ଅଭ୍ର; ମେଘନାଳ — Talc; mica