ଅମ୍ବୁଦ Ambuda

  • ସଂ. ବି. (ଅମ୍ବୁ+ଦା ଧାତୁ+କର୍ତ୍ତୃ. ଅ; ଯେ ଜଳ ଦିଏ) — ମେଘ — Cloud
  • ସଂ. ବି. (ଅମ୍ବୁ+ଦା ଧାତୁ+କର୍ତ୍ତୃ. ଅ; ଯେ ଜଳ ଦିଏ) — ଗୁଳ୍ମବିଶେଷ; ନାଗର ମୁଥା — The plant Cyperus Hexastychius Communis