ଅମ୍ବୁଜନେତ୍ର Ambujanetra

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅମ୍ବୁଜ+ନେତ୍ର) — ପଦ୍ମ ପରି ସୁନ୍ଦର ଚକ୍ଷୁବିଶଷ୍ଟ — Lotus-eyed
  • ସଂ. ବି. — ବିଷ୍ଣୁଙ୍କ ନାମବିଶେଷ — A name of Bishṇu