ଅମ୍ବୁପ୍ରସାଦ Ambuprasāda
- ସଂ. ବି. (ବହୁବ୍ରୀହି; ଅମ୍ବୁର ପ୍ରସାଦ ହୁଏ ଯାହାଦ୍ୱାରା; ଏହାକୁ ଘୋରି ଗୋଳିଆ ପାଣିରେ ପକାଇଲେ ପାଣିର ମଇଳାଯାକ ତଳେ ବସିଯାଏ ଓ ପାଣି ନିର୍ମଳ ହୁଏ) — ନିର୍ମଳା ଫଳ — The clearing nut
- ସଂ. ବି. (ବହୁବ୍ରୀହି; ଅମ୍ବୁର ପ୍ରସାଦ ହୁଏ ଯାହାଦ୍ୱାରା; ଏହାକୁ ଘୋରି ଗୋଳିଆ ପାଣିରେ ପକାଇଲେ ପାଣିର ମଇଳାଯାକ ତଳେ ବସିଯାଏ ଓ ପାଣି ନିର୍ମଳ ହୁଏ) — ( 6 ଷ୍ଠୀ ତତ୍; ଅମ୍ବୁ+ପ୍ରସାଦ)—ଜଳର ନିର୍ମଳତା — (6ଷ୍ଠୀ ତତ୍; ଅମ୍ବୁ+ପ୍ରସାଦ)—ଜଳର ନିର୍ମଳତା— . The clearness or transparency of water