ଅମ୍ବାଲା Ambālā

  • ସଂ. ବି. ସ୍ତ୍ରୀ. (ଅମ୍ବା=ମାତା+ ଲା ଧାତୁ+ କର୍ତ୍ତୃ. ଅ+ସ୍ତ୍ରୀ. ଆ; ଯେ ମାତା ନାମକୁ ଗ୍ରହଣ କରନ୍ତି) — ମାତା — Mother
  • ସଂ. ବି. ସ୍ତ୍ରୀ. (ଅମ୍ବା=ମାତା+ ଲା ଧାତୁ+ କର୍ତ୍ତୃ. ଅ+ସ୍ତ୍ରୀ. ଆ; ଯେ ମାତା ନାମକୁ ଗ୍ରହଣ କରନ୍ତି) — ଦୁର୍ଗା — Goddess Durgā
  • ଦେ. ବି — ପଞ୍ଜାବର ଜିଲ୍ଲା ଓ ନଗରବିଶେଷ — Name of a district and town in Pan̄jāba