ଅମ୍ବଷ୍ଠ Ambashtha

  • ସଂ. ବି. ପୁଂ (ଅମ୍ବ=ପିତା ବା ଅମ୍ବା=ମାତା+ସ୍ଥା ଧାତୁ+କର୍ତ୍ତୃ. ଅ; ଯେ ରୋଗୀ ପାଖେ ବାପ ମା ପରି ରହି ସେବା କରନ୍ତି) — ବୈଦ୍ୟ ବା ଚିକିତ୍ସାକ ଜାତିର ଲୋକ; (ବ୍ରାହ୍ମଣ ଔରସରେ ବୈଶ୍ୟା ଗର୍ଭଜାତ ସନ୍ତାନ ଜାତି ମନୁ। 10।8 ) — ବୈଦ୍ୟ ବା ଚିକିତ୍ସାକ ଜାତିର ଲୋକ; (ବ୍ରାହ୍ମଣ ଔରସରେ ବୈଶ୍ୟା ଗର୍ଭଜାତ ସନ୍ତାନ ଜାତି ମନୁ08)— . A man of the medical caste
  • ସଂ. ବି. ପୁଂ (ଅମ୍ବ=ପିତା ବା ଅମ୍ବା=ମାତା+ସ୍ଥା ଧାତୁ+କର୍ତ୍ତୃ. ଅ; ଯେ ରୋଗୀ ପାଖେ ବାପ ମା ପରି ରହି ସେବା କରନ୍ତି) — ମହାଭାରତୋକ୍ତ ଦେଶବିଶେଷ — Name of the ancient country
  • ସଂ. ବି. ପୁଂ (ଅମ୍ବ=ପିତା ବା ଅମ୍ବା=ମାତା+ସ୍ଥା ଧାତୁ+କର୍ତ୍ତୃ. ଅ; ଯେ ରୋଗୀ ପାଖେ ବାପ ମା ପରି ରହି ସେବା କରନ୍ତି) — ଉକ୍ତ ଦେଶବାସୀ ବ୍ୟକ୍ତି — An inhabitant of the country Ambashtha
  • ସଂ. ବି. ପୁଂ (ଅମ୍ବ=ପିତା ବା ଅମ୍ବା=ମାତା+ସ୍ଥା ଧାତୁ+କର୍ତ୍ତୃ. ଅ; ଯେ ରୋଗୀ ପାଖେ ବାପ ମା ପରି ରହି ସେବା କରନ୍ତି) — ଅମ୍ବଷ୍ଠ ଦେଶର ରାଜାବିଶେଷ — Name of the king of the country Ambashṭha
  • ସଂ. ବି. ପୁଂ (ଅମ୍ବ=ପିତା ବା ଅମ୍ବା=ମାତା+ସ୍ଥା ଧାତୁ+କର୍ତ୍ତୃ. ଅ; ଯେ ରୋଗୀ ପାଖେ ବାପ ମା ପରି ରହି ସେବା କରନ୍ତି) — ମାହୁନ୍ତ — An elephant-driver
  • ସଂ. ବି. ପୁଂ (ଅମ୍ବ=ପିତା ବା ଅମ୍ବା=ମାତା+ସ୍ଥା ଧାତୁ+କର୍ତ୍ତୃ. ଅ; ଯେ ରୋଗୀ ପାଖେ ବାପ ମା ପରି ରହି ସେବା କରନ୍ତି) — ଯୂଇଗଛ ଓ ଫୁଲ — Jasminum Auriculatum (plant and flower)
  • ସଂ. ବି. ପୁଂ (ଅମ୍ବ=ପିତା ବା ଅମ୍ବା=ମାତା+ସ୍ଥା ଧାତୁ+କର୍ତ୍ତୃ. ଅ; ଯେ ରୋଗୀ ପାଖେ ବାପ ମା ପରି ରହି ସେବା କରନ୍ତି) — ଅକାନବିନ୍ଧି (ଦେଖ) — Stephania Hernandifolia (creeper)
  • ସଂ. ବି. ପୁଂ (ଅମ୍ବ=ପିତା ବା ଅମ୍ବା=ମାତା+ସ୍ଥା ଧାତୁ+କର୍ତ୍ତୃ. ଅ; ଯେ ରୋଗୀ ପାଖେ ବାପ ମା ପରି ରହି ସେବା କରନ୍ତି) — ଆମ୍ବଳିତି ଶାଗ — Oxalis Corniculata (pot-herb)