ଅମ୍ବଷ୍ଠା Ambashṭhā

  • ସଂ. ବି. ସ୍ତ୍ରୀ (ଅମ୍ବଷ୍ଠ+ସ୍ତ୍ରୀ. ଆ) — ଅମ୍ବଷ୍ଠଜାତୀୟା ସ୍ତ୍ରୀ — A woman of the Ambashṭha caste
  • ସଂ. ବି. ସ୍ତ୍ରୀ (ଅମ୍ବଷ୍ଠ+ସ୍ତ୍ରୀ. ଆ) — ଗଣିକା; ବେଶ୍ୟା — Prostitute
  • ସଂ. ବି. ସ୍ତ୍ରୀ (ଅମ୍ବଷ୍ଠ+ସ୍ତ୍ରୀ. ଆ) — ଯୂଇଗଛ ଓ ଫୁଲ — Jasminum Auriculatum (flower and plant)
  • ସଂ. ବି. ସ୍ତ୍ରୀ (ଅମ୍ବଷ୍ଠ+ସ୍ତ୍ରୀ. ଆ) — ଅକାନବିନ୍ଧି — Stephania Hernandifolia (creeper)
  • ସଂ. ବି. ସ୍ତ୍ରୀ (ଅମ୍ବଷ୍ଠ+ସ୍ତ୍ରୀ. ଆ) — ଆମ୍ବିଳିତିଶାଗ — Oxalis Corniculata (pot-herb)