ଅମ୍ବଷ୍ଠୀ Ambashṭhī
- ସଂ. ବି. ସ୍ତ୍ରୀ. (ଅମ୍ବଷ୍ଠ+ଈ) — ଅମ୍ବଷ୍ଠଜାତୀୟା ସ୍ତ୍ରୀ — A female of the Ambashṭha caste
- ସଂ. ବି. ସ୍ତ୍ରୀ. (ଅମ୍ବଷ୍ଠ+ଈ) — [ଦ୍ର— ମନୁସଂହିତାରେ ଅମ୍ବଷ୍ଠର ସ୍ତ୍ରୀଲିଙ୍ଗ ଅମ୍ବଷ୍ଠୀ ଶବ୍ଦର ପ୍ରୟୋଗ ଅଛି। ମନୁ 10।19 ।] — [ଦ୍ର— ମନୁସଂହିତାରେ ଅମ୍ବଷ୍ଠର ସ୍ତ୍ରୀଲିଙ୍ଗ ଅମ୍ବଷ୍ଠୀ ଶବ୍ଦର ପ୍ରୟୋଗ ଅଛି ମନୁ1019]