ଅମ୍ବାଳିକା Ambāḻikā
- ସଂ. ବି. ସ୍ତ୍ରୀ. (ଅମ୍ବାଲା+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମାତା — Mother
- ସଂ. ବି. ସ୍ତ୍ରୀ. (ଅମ୍ବାଲା+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଦୁର୍ଗା — Goddess Durgā
- ସଂ. ବି. ସ୍ତ୍ରୀ. (ଅମ୍ବାଲା+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — କାଶ୍ମୀରାଜାଙ୍କ କନିଷ୍ଠା କନ୍ୟା, ବିଚିତ୍ରବୀର୍ଯ୍ୟଙ୍କର ଏକତମା ପତ୍ନୀ ଓ ପାଣ୍ଡୁମାତା — Name of the ṃother of Pāṇḍu