ଅଭ୍ୟୁଷ Abhyusha

  • ସଂ. ବି. (ଅଭି+ଉଷ ଧାତୁ=ପୋଡିବା+କର୍ମ. ଅ) — ଈଷତ୍ ଭୃଷ୍ଟ ଶସ୍ୟାଦି; ଶସ୍ୟଭାଜି
  • ସଂ. ବି. (ଅଭି+ଉଷ ଧାତୁ=ପୋଡିବା+କର୍ମ. ଅ) — ରୁଟି — Bread; loaf