ଅଭ୍ରଂକଷ Abhraṁkasha

  • ସଂ. ବିଣ. (ଅଭ୍ରଂ=ଆକାଶକୁ+କଷ ଧାତୁ=ଘର୍ଷଣ କରିବା ବା ସ୍ପର୍ଶ କରିବା+କର୍ତ୍ତୃ. ଅ) — ଗଗନସ୍ପର୍ଶୀ — Rising to the skies
  • ସଂ. ବି. — ବାୟୁ — Air