ଅଭ୍ୟୁପେତ୍ୟଶୁଶ୍ରୂଷା Abhyupetyaṡuṡrūshā

  • ସଂ. ବି. (ଅଭ୍ୟପେତ୍ୟ+ଶୁଶ୍ରୂଷା) — ଚାକିରି କରିବାର ଚୁକ୍ତି
  • ସଂ. ବି. (ଅଭ୍ୟପେତ୍ୟ+ଶୁଶ୍ରୂଷା) — ଚାକିରି କରିବାର ଚୁକ୍ତିଭଙ୍ଗ
  • ସଂ. ବି. (ଅଭ୍ୟପେତ୍ୟ+ଶୁଶ୍ରୂଷା) — (ହିନ୍ଦୁ ସ୍ମୃତି) ଭୃତ୍ୟଦ୍ୱାରା ଚାକିରି ଚୁକ୍ତିଭଙ୍ଗ ଯୋଗୁଁ ଘଟିବା ମକଦ୍ଦମାବିଷୟକ ଆଇନର ଉପାଧି