ଅଭ୍ୟୁପେତ Abhyupeta

  • ସଂ. ବିଣ. (ଅଭି+ଉପ+ଇ ଧାତୁ+କର୍ମ. ତ) — ସ୍ୱୀକୃତ — Agreed to
  • ସଂ. ବିଣ. (ଅଭି+ଉପ+ଇ ଧାତୁ+କର୍ମ. ତ) — ଅଙ୍ଗୀକୃତ — Promised
  • ସଂ. ବିଣ. (ଅଭି+ଉପ+ଇ ଧାତୁ+କର୍ମ. ତ) — ପ୍ରାପ୍ତ — Received
  • ସଂ. ବିଣ. (ଅଭି+ଉପ+ଇ ଧାତୁ+କର୍ମ. ତ) — (+କର୍ତ୍ତୃ. ତ) ଉପାଗତ; ଉପସ୍ଥିତ