ଅଭ୍ୟୁପପନ୍ନ Abhyupapanna

  • ସଂ. ବିଣ. (ଅଭି+ଉପପନ୍ନ) — ରକ୍ଷିତ
  • ସଂ. ବିଣ. (ଅଭି+ଉପପନ୍ନ) — ସ୍ୱୀକୃତ (ବିଷୟ) — Agreed to; assented
  • ସଂ. ବିଣ. (ଅଭି+ଉପପନ୍ନ) — ସ୍ୱୀକାର କରିଥିବା — Agreeing to
  • ସଂ. ବିଣ. (ଅଭି+ଉପପନ୍ନ) — ଶରଣାର୍ଥୀ — Asking for protection