ଅଭ୍ୟାଗତ Abhyāgata
- ସଂ. ବିଣ. ପୁଂ. (ଅଭି=ସମ୍ମୁଖକୁ; ନିକଟକୁ+ଆଗତ) — ସମ୍ମୁଖାଗତ; ସମ୍ମୁଖରେ ଉପସ୍ଥିତ
- ସଂ. ବିଣ. ପୁଂ. (ଅଭି=ସମ୍ମୁଖକୁ; ନିକଟକୁ+ଆଗତ) — ହଠାତ୍ ଉପସ୍ଥିତ — Appearing suddenly
- ସଂ. ବିଣ. ପୁଂ. (ଅଭି=ସମ୍ମୁଖକୁ; ନିକଟକୁ+ଆଗତ) — ଉତ୍ତରାଧିକାରୀ ସୂତ୍ରେ ପ୍ରାପ୍ତ
- ସଂ. ବି. ପୁଂ — ବିନା ନିମନ୍ତ୍ରଣରେ ଉପସ୍ଥିତ ଅତିଥି
- ସଂ. ବି. ପୁଂ — ଅତିଥି — A guest
- ସଂ. ବି. ପୁଂ — ଅଭ୍ୟାଗତ ପ୍ରଭୁ ଅଟନ୍ତି ସାଧୁଙ୍କର—କୃଷ୍ଣସିଂହ. ମହାଭାରତ, ଆଦି।
- ସଂ. ବି. ପୁଂ — ଆଗନ୍ତୁକ — A newcomer