ଅଭ୍ୟାଖ୍ଯାତ Abhyākḥyāta

  • ସଂ. ବିଣ. ପୁଂ. (ଅଭି+ଆ+ଖ୍ୟା ଧାତୁ+କର୍ମ. ତ) — ମିଥ୍ୟାରେ ଅଭିଯୁକ୍ତ
  • ସଂ. ବିଣ. ପୁଂ. (ଅଭି+ଆ+ଖ୍ୟା ଧାତୁ+କର୍ମ. ତ) — ମିଥ୍ୟାପବାଦଗ୍ରସ୍ତ