ଅଭ୍ୟାପାତ Abhyāpāta

  • ସଂ. ବି—(ଅଭି+ଆପାତ) — ବିପଦ; ଦୁର୍ଘଟଣା — Calamity
  • ସଂ. ବି—(ଅଭି+ଆପାତ) — ଦୁର୍ଭାଗ୍ୟ; ଦୁର୍ଦ୍ଦଶା — Misfortune
  • ସଂ. ବି—(ଅଭି+ଆପାତ) — ସର୍ବନାଶ — Ruin
  • ସଂ. ବି—(ଅଭି+ଆପାତ) — ଆଶାଲୋପ — 5. Disappointment