ଅଭ୍ୟସ୍ୟ Abhyasya

  • ସଂ. ବିଣ. (ଅଭି+ଅସ ଧାତୁ+କର୍ମ. ଯ) — ଅଭ୍ୟାସଯୋଗ୍ୟ; ପୁନଃ ପୁନଃ ଆଲୋଚନୀୟ
  • ସଂ. ବିଣ. (ଅଭି+ଅସ ଧାତୁ+କର୍ମ. ଯ) — ଯାହା ଘୋଷାଯିବ
  • ସଂ. ବିଣ. (ଅଭି+ଅସ ଧାତୁ+କର୍ମ. ଯ) — ଅଭ୍ୟସଦ୍ୱାରା ସାଧନୀୟ