ଅଭ୍ୟାଖ୍ୟାନ Abhyākhyāna

  • ସଂ. ବି. (ଅଭି+ଆ+ଖ୍ୟା ଧାତୁ+ଭାବ. ଅନ) — ମିଥ୍ୟା ଅଭିଯୋଗ — False charge
  • ସଂ. ବି. (ଅଭି+ଆ+ଖ୍ୟା ଧାତୁ+ଭାବ. ଅନ) — ମିଥ୍ୟାପବାଦ — Calumny: defamation