ଅଭିଲାବ Abhilāba

  • ସଂ. ବି. (ଅଭି+ଲୂ ଧାତୁ=ଛେଦନ କରିବା+ଭାବ. ଅ) — ଛେଦନ — Act of cutting
  • ସଂ. ବି. (ଅଭି+ଲୂ ଧାତୁ=ଛେଦନ କରିବା+ଭାବ. ଅ) — ଧ୍ୱଂସ — Destruction
  • ସଂ. ବି. (ଅଭି+ଲୂ ଧାତୁ=ଛେଦନ କରିବା+ଭାବ. ଅ) — ବିନାଶ — Annihilation