ଅଭିରାମ Abhirāma
- ସଂ. ବିଣ. (ଅଭି+ରମ ଧାତୁ=ଅନୁରକ୍ତ ହେବା+ଅଧିକରଣ. ଅ) — 1 ସୁନ୍ଦର — 1ସୁନ୍ଦର—1. Beautiful; fair
- ସଂ. ବିଣ. (ଅଭି+ରମ ଧାତୁ=ଅନୁରକ୍ତ ହେବା+ଅଧିକରଣ. ଅ) — ମନୋହର; ପ୍ରୀତିକର
- ସଂ. ବିଣ. (ଅଭି+ରମ ଧାତୁ=ଅନୁରକ୍ତ ହେବା+ଅଧିକରଣ. ଅ) — ପ୍ରିୟ — Dear
- ସଂ. ବିଣ. (ଅଭି+ରମ ଧାତୁ=ଅନୁରକ୍ତ ହେବା+ଅଧିକରଣ. ଅ) — ମନୋଜ୍ଞ — Charming; lovely
- ଦେ. ବି. ପୁଂ — ପୁରୁଷଙ୍କୁ ଦିଆଯିବା ନାମ — Name given to males